ମସ୍ତକ Mastaka

  • ସଂ. ବି. (ମସ୍ ଧାତୁ+କର୍ତ୍ତୃ. ତ+କ) — ମୁଣ୍ଡ — Head
  • ସଂ. ବି. (ମସ୍ ଧାତୁ+କର୍ତ୍ତୃ. ତ+କ) — ଖପୁରି — Skull [Apte]
  • ସଂ. ବି. (ମସ୍ ଧାତୁ+କର୍ତ୍ତୃ. ତ+କ) — ଅଗ୍ରଭାଗ; ଶିରୋଦେଶ — Top; summit; peak
  • ସଂ. ବି. (ମସ୍ ଧାତୁ+କର୍ତ୍ତୃ. ତ+କ) — ତାଳ; ନଡ଼ିଆ, ଖଜୁରି ଆଦି ଗଛର ଅଗରେ ଥିବ ଶାଖାଗୁଚ୍ଛ — The tuft of branches on the top of palm, cocoanut and date trees