ମସ୍ତ ହାତୀ Masta hātī

  • ଦେ. ବି. (ଫା. ମସ୍ତ+ସଂ. ହସ୍ତୀ; ପ୍ରା. ହାତ୍ଥୀ) — ମତ୍ତହସ୍ତୀ; ମଦମତ୍ତ ହସ୍ତୀ — An elephant in rut; an elephant infuriated through lust
  • ଦେ. ବି. (ଫା. ମସ୍ତ+ସଂ. ହସ୍ତୀ; ପ୍ରା. ହାତ୍ଥୀ) — ବଡ଼ ହାତୀ — A big elephant