ମଶୁଣି Maṡuṇi

  • ଦେ. ବି (ସଂ. ମସୃଣ) — ମଶିଣା (ଦେଖ) — Maṡiṇā (See)
  • ଦେ. ବି (ସଂ. ମସୃଣ) — ବାଛୁରୀ ବାନ୍ଧିବାର ଛନ୍ଦ ଦଉଡ଼ି — A small string for tying calves
  • ଦେ. ବି (ସଂ. ମସୃଣ) — [ଉ—ପାଣ୍ଢୋଇ କଠାଉ ମସୁଣି, ଆଣ ତୁ ଦୁଧର ଦୁହୁଣୀ—ଜଗନ୍ନାଥ. ଭାଗବତ।]