ମଶୁ Maṡu

  • ପ୍ରାଦେ (ଗଡ଼ଜାତ) ବି — ଏକପ୍ରକାର ଆରଣ୍ୟ ଗଛ — A kind of wild tree
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏଥିର ଡାଳ ଖୁବ୍ ଟାଣ, ଏଥିର କାଠ ହାତୀ ଦାନ୍ତ ପରି ଦିଶେ, ଏଥିରେ ବାଡ଼ି ହୁଏ।]