ମଶୁଣା Maṡuṇā

  • ଦେ. ବିଣ. (ସଂ. ମସୃଣୀକୃତ) — ମଶୁଣ (ଦେଖ) — Maṡuṇa (See)
  • ଦେ. ବିଣ. (ସଂ. ମସୃଣୀକୃତ) — ମସୃଣୀକୃତ (ହରିଦ୍ରା ଲେପ); ଚିକ୍ଚଣ (ହଳଦୀ ବଟା) — Smooth (turmeric paste)
  • ଦେ. ବି — ମଶୁଣାଇବା (ଦେଖ) — Maṡuṇāibā (See)