ମଶୁଣି ଶିଳ Maṡuṇiṡiḻa

  • ଦେ. ବି (ସଂ. ମସୃଣ+ଶିଳା) — ଯେଉଁ ଶିଳରେ ପ୍ରଥମେ ବଟା ଯାଇଥିବା ପଦାର୍ଥକୁ ଚିକଣ କରି ବଟାଯାଏ — A pestling stone-slab on which roughly pestled articles are turned into fine paste