ମଶୁଣେଇବା Maṡuṇeibā

  • ଦେ. କ୍ରି. (ସଂ. ମସୃଣ) — (ହଳଦିକୁ) ମସୃଣ ଭାବରେ ବାଟିବା — To make (turmeric) into a smooth or fine paste
  • ଦେ. କ୍ରି. (ସଂ. ମସୃଣ) — [ଦ୍ର—ପ୍ରଥମେ ହଳଦିକୁ ଖଣ୍ଡିଖଣ୍ଡିଆ କରି ଛେଚି ଖଦଡ଼ କରି ବାଟିବାକୁ ଏକେଇବା ବୋଲା— ଯାଏ। ପରେ ତାହାକୁ ଚିକ୍କଣ କରି ବାଟିବାକୁ ମଶୁଣାଇବା ବୋଲାଯାଏ।]