ମର୍ମଘାତ Marmaghāta

  • ସଂ. ବି. ( 7 ମୀ ତତ୍) — ପ୍ରାଣଘାତ; ହତ୍ୟା — Murder
  • ସଂ. ବି. ( 7 ମୀ ତତ୍) — ହୃଦୟରେ ଦୁଃଖ ଦେବା — Afflicting one's mind
  • ସଂ. ବି. ( 7 ମୀ ତତ୍) — ମର୍ମସ୍ଥଳରେ ଆଘାତ ବା ଚୋଟ — 4. Striking or a blow at a vital part