ମର୍ମଜ୍ଞ Marmajn̄a

  • ସଂ. ବିଣ. ପୁଂ. (ମର୍ମ+ଜ୍ଞା. ଧାତୁ=କର୍ତ୍ତୃ. ଅ) — ରହସ୍ୟଜ୍ଞ; ତତ୍ତ୍ୱଜ୍ଞ — knowing the secret
  • ସଂ. ବିଣ. ପୁଂ. (ମର୍ମ+ଜ୍ଞା. ଧାତୁ=କର୍ତ୍ତୃ. ଅ) — ତାତ୍ପର୍ଯ୍ଯଗ୍ରାହୀ — Discerning the hidden meaning