ମର୍ମତୁଦ Marmatuda

  • ସଂ. ବିଣ. (ଉପପଦ ତତ୍ପୁରୁଷ; ମର୍ମ+ତୁଦ୍ ଧାତୁ=ପୀଡ଼ା ଦେବା+କର୍ତ୍ତୃ. ଅ) — ହୃଦୟବିଦାରକ — Heart-rending