ମର୍ମନ୍ତୁଦ Marmantuda

  • ଦେ. ବିଣ. (ବିଧୁନ୍ତୁଦ ଓ ଧନଞ୍ଜୟ କେତେକ ଶବ୍ଦ ଅନୁକରଣରେ ଆଧୁନିକ ଲେଖକମାନଙ୍କଦ୍ୱାରା ବ୍ଯବହୃତ, କିନ୍ତୁ ବ୍ୟାକରଣ ଶୁଦ୍ଧ ନୁହେଁ) — ମର୍ମତୁଦ (ଦେଖ) — Marmatuda (See)