ମର୍ମ ବଚନ Marma bachana

  • ସଂ. ବି. (ମ. ପ. ଲୋ; ମର୍ମଭେଦୀ ବାକ୍ୟ) — ମର୍ମ— ଭେଦୀ ବାକ୍ୟ; ଯେଉଁ ବାକ୍ୟଦ୍ୱାରା ମନୁଷ୍ୟର ମନରେ ଅତ୍ୟନ୍ତ କଷ୍ଟ ହୁଏ — Heart-rending words
  • ସଂ. ବି. (ମ. ପ. ଲୋ; ମର୍ମଭେଦୀ ବାକ୍ୟ) — ଗୁପ୍ତ କଥା; ରହସ୍ୟ — Secret