ମନ୍ଦୁରା Mandurā

  • ସଂ. ବି (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ) — ଅସ୍ତାବଲ; ଅଶ୍ୱଶାଳା — A stable
  • ସଂ. ବି (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ) — ଶଯ୍ଯା — A bed (Apte)
  • ସଂ. ବି (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ) — (ଯାହା ଉପରେ ଲୋକେ ଶୁଅନ୍ତି) ହେଁସ; ମୁନ୍ଦରା; ତୃଣ ନିର୍ମିତ ଆସନ — A mat; a mat of reeds
  • ସଂ. ବି (ମନ୍ଦ୍ ଧାତୁ=ନିଦ୍ରାଯିବା+ଅଧିକରଣ ଉର+ଆ; ଯହିଁରେ ଅଶ୍ୱ ନିଦ୍ରା ଯାଏ) — [ଦ୍ର—ଜୁଣ, ବେରୁହାଁ, କାଣ୍ଡ— କାଣ୍ଡିଆ ବା ସନ୍ତରା ଆଦି ତୃଣର ଡାଙ୍ଗକୁ ବାଣୀ ବା ସରୁ ଡୋର ଦ୍ୱାରା ବୁଣି ଏହା ତିଆରି କରାଯାଏ। ମନ୍ଦୁରା ଶବ୍ଦ ସଂସ୍କୃତ,ଏହାର ଅନ୍ଯ ସଂସ୍କୃତ ନାମ ମନ୍ଦୋଦରୀ।]