ମନ୍ଦେଣ Mandeṇa

  • ଗ୍ରା. କ୍ରି. ବିଣ (ପ୍ରାଚୀନ ପଦ୍ଯ) — ମନ୍ଦେ (ଦେଖ) — Mande (See)
  • ଗ୍ରା. କ୍ରି. ବିଣ (ପ୍ରାଚୀନ ପଦ୍ଯ) — (ଉ—ଶୁଣି ଗୋବିନ୍ଦ ମନସିଜ ମନ୍ଦେଣ ବୋଲନ୍ତି ସଜନି। ପ୍ରାଚୀ. ରସବାରିଧି।)