ମନୋହରଣ Manoharaṇa

  • ସଂ. ବି. ( 6 ଷ୍ଠୀ ତତ୍; ମନସ୍+ହରଣ) — ଚିତ୍ତାକର୍ଷଣ; ମନକୁ ମୁଗ୍ଧ କରିବା — Fascinating the mind; attracting a person's mind or heart
  • ସଂ. ବି. ( 6 ଷ୍ଠୀ ତତ୍; ମନସ୍+ହରଣ) — ମନରେ ଅନୁରାଗ ଉତ୍ପାଦନ — Sowing the seeds of love or attachment in the mind of a person