ମନୋହର ଫାସିଆରା ପାଲା Manohara phāsiārā pālā
- ଦେ. ବି — ସତ୍ୟପୀର ବା ସତ୍ୟନାରାୟଣ ପାଲାର ଗୋଟିଏ ଗଳ୍ପ — One of the stories of the Satyapīra Deity
- ଦେ. ବି — [ଦ୍ର—ଏହି ଗଳ୍ପରେ ବର୍ଣ୍ଣିତ ହୋଇଅଛି ଯେ ମନୋହର ଫାସିଆରା ନାମକ ଜଣେ ଡକାଇତ ସତ୍ୟନାରାୟଣଙ୍କର ଜଣେ ବିଦେଶାଗତ ଭକ୍ତକୁ କୌଶଳ କ୍ରମେ ଆପଣାର ଘରକୁ ଫୁସୁଲାଇ କରି ଆଣି ନିଜର କନ୍ୟାଦ୍ୱାରା ପ୍ରଣୟ ମୁଗ୍ଧ କରାଇ ପଥିକକୁ ମାରି ପକାଇବାକୁ ବସିଥିଲା; କିନ୍ତୁ ସତ୍ୟପୀର ପ୍ରଭୁଙ୍କ ଦୟାରୁ ଉକ୍ତ ଡକାଇତର ଝିଅ ରଙ୍ଗଲତା ଉକ୍ତ ବିଦେଶା— ଗତ ବ୍ଯକ୍ତିର ରୂପରେ ମୁଗ୍ଧା ହୋଇ ତାହାଠାରେ ପବିତ୍ର ପ୍ରଣୟରେ ଆସକ୍ତା ହୋଇ ତାକୁ ସ୍ୱୀୟ ପିତାର ଚକ୍ରାନ୍ତରୁ ରକ୍ଷା କଲା।]