ମନୋରମା Manoramā

  • ସଂ. ବିଣ. ସ୍ତ୍ରୀ — ମନୋରମର ସ୍ତ୍ରୀ ଲିଙ୍ଗ — Feminine of Manorama
  • ସଂ. ବିଣ. ସ୍ତ୍ରୀ — କାର୍ତ୍ତ ବୀର୍ଯ୍ଯାର୍ଜୁନଙ୍କର ଧର୍ମପରାୟଣା ପବିତ୍ରତା ମହିଷୀ — Name of the pious wife of king Kārttabīrj̄yārjuna
  • ସଂ. ବିଣ. ସ୍ତ୍ରୀ — [ଦ୍ର—ପରଶୁରାମଙ୍କ ସଙ୍ଗେ ଯୁଦ୍ଧ ନ କରିବାକୁ ଏ ଏହାଙ୍କ ସ୍ୱାମୀଙ୍କୁ ବିଶେଷ ଅନୁରୋଧ କରିଥିଲେ; କିନ୍ତୁ ଏହା କ୍ଷତ୍ରିୟୋଚିତ କାର୍ଯ୍ୟ ହେବ ନାହିଁ ବୋଲି ସ୍ୱାମୀ କହିବାରୁ ପତିଙ୍କର ପରାଜୟ ଓ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ବୁଝିପାରି ଏ ସ୍ୱାମୀଙ୍କ ନିଧନ ପୂର୍ବରୁ ଯୋଗାବଲମ୍ବନପୂର୍ବକ ତନୁ ତ୍ୟାଗ କରିଥିଲେ।]
  • ସଂ. ବିଣ. ସ୍ତ୍ରୀ — ପ୍ରଜା— ପତି ରୁଚିଙ୍କର ସ୍ତ୍ରୀ ଓ ରୌଚ୍ୟ ମନୁଙ୍କର ମାତା — Name of the wife of 'Ruchi' one of the progenitors of mankind
  • ସଂ. ବିଣ. ସ୍ତ୍ରୀ — [ଦ୍ର—ବରୁଣ ପୁତ୍ର ପୁଷ୍କରଙ୍କ ଔରସରେ ପ୍ରମ୍ଳୋଚା ନାମ୍ନୀ ଅପ୍ସରା ଗର୍ଭରୁ ଏହାଙ୍କର ଜନ୍ମ।]
  • ସଂ. ବିଣ. ସ୍ତ୍ରୀ — ବୌଦ୍ଧମାନଙ୍କର ଉପାସ୍ୟ ଦେବତାବିଶେଷ୍ୟ — Name of a Buddhist Goddess
  • ସଂ. ବିଣ. ସ୍ତ୍ରୀ — ଦଶାକ୍ଷର ଛନ୍ଦ ବିଶେଷ — Name of a metre of 10 letter
  • ସଂ. ବିଣ. ସ୍ତ୍ରୀ — [ଦ୍ର—ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସପ୍ତମ ଓ ନବମ ବର୍ଣ୍ଣ ଲଘୁ ଓ ଅନ୍ଯ ସମସ୍ତ ବର୍ଣ୍ଣ ଗୁରୁ—ହି. ଶବ୍ଦସାଗର।]
  • ସଂ. ବିଣ. ସ୍ତ୍ରୀ — ଗୋରୋଚନା — A yellow pigment obtained from the body of dead cows
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females