ମନୋହର Manohara

  • ସଂ. ବିଣ (ମନସ୍+ହୃ ଧାତୁ=ହରଣ କରିବା+କର୍ତ୍ତୃ. ଅ) — କମନୀୟ; ଚିତ୍ତାକର୍ଷକ; ସୁନ୍ଦର — Enchanting; charming; lovely; beautiful; graceful; fascinating. captivating
  • ଦେ. ବି — ଲିଆକୁ ଚୂନା କରି ଗୁଡ଼ରେ ପାଗ କରି ତିଆରି କରାଯିବା ମୁଆଁ — Balls made of powdered fried paddy seasoned with molasses
  • ଦେ. ବି — [ଦ୍ର—ଶାଶୁଘରକୁ ଯିବାବେଳେ ବୋଝଭାରରେ ଏହାକୁ ଝିଅଙ୍କ ସଙ୍ଗରେ ପଠାଯାଏ।]
  • ଦେ. ବି — ଏକ ପ୍ରକାର ମିଠାଇ — A kind of sweetmeat