ମନୋରଥ ଗତି Manorath gati
- ସଂ. ବି (ମ.ପ,.ଲୋ; ମନୋରଥାନୁରୂପ ଗତି) — ଯଥେଚ୍ଛା ଗମନ ଶକ୍ତି — The power of moving according to one's free will; freedom of movement
- ସଂ. ବି (ମ.ପ,.ଲୋ; ମନୋରଥାନୁରୂପ ଗତି) — ( 6 ଷ୍ଠୀ ତତ୍) ମନର ଅଭିଳାଷର ଗତି — (6ଷ୍ଠୀ ତତ୍) ମନର ଅଭିଳାଷର ଗତି—. The movement of one's desires; ambition
- ସଂ. ବିଣ (ବହୁବ୍ରୀହି) — ମନପରି ଦ୍ରୁତଗାମୀ — As swift as thought