ମନୋହରା Manoharā

  • ସଂ. ବି. ସ୍ତ୍ରୀ—(ମନୋହର+ସ୍ତ୍ରୀ. ଆ) — ଯୁଥିକା— ଯୁଇଫୁଲ — A kind of small jasmine
  • ସଂ. ବି. ସ୍ତ୍ରୀ—(ମନୋହର+ସ୍ତ୍ରୀ. ଆ) — କାତି ପୁଷ୍ପ; ଜାଇଫୁଲ — , Another kind of jasmine
  • ସଂ. ବି. ସ୍ତ୍ରୀ—(ମନୋହର+ସ୍ତ୍ରୀ. ଆ) — ସୁବର୍ଣ୍ଣ — Gold