ମନ ମାତୁ Mana mātu
- ଦେ. ବି—(ସଂ. ମନସ୍+ମତ୍ତତା) — ମନର ଉନ୍ମାଦ; ମାନସିକ କଣ୍ଡୁ; ମନର ଅତିରିକ୍ତ ପ୍ରଫୁଲ୍ଲତା — Mental itching; buoyancy of spirits
- ଦେ. ବି—(ସଂ. ମନସ୍+ମତ୍ତତା) — ଦୁଷ୍ଟାମୀ; ପରର ଅନିଷ୍ଟ କରି ବା ପରର କଷ୍ଟ ଦେଖି ସୁଖ ଅନୁଭବ କରିବା ପ୍ରବୃତ୍ତି — Wickedness; wantonness
- ଦେ. ବି—(ସଂ. ମନସ୍+ମତ୍ତତା) — ଚିତ୍ତ— ଚାଞ୍ଚଲ୍ୟ — Mental restlessness
- ଦେ. ବି—(ସଂ. ମନସ୍+ମତ୍ତତା) — ଆତ୍ମ— ଗର୍ବ — Self-pride
- ଦେ. ବି—(ସଂ. ମନସ୍+ମତ୍ତତା) — କୌଣସି ବସ୍ତୁ ବା ବିଷୟ ପ୍ରତି ଅତ୍ୟନ୍ତ ଲାଳସା; ହମ ହମ ହେବା — Excessive hankering after something