ମନ ମରିଯିବା Mana marij̄ibā

  • ଦେ. ବି—(ସଂ. ମନ୍ସ+ମୃ ଧାତୁ) — ପ୍ରଥମେ ଅନୁରାଗ ଜନ୍ମିଥିବା ବିଷୟ ପ୍ରତି ଉତ୍ସାହ କମିଯିବା — Abatement of one's enthusiasm for a thing
  • ଦେ. ବି—(ସଂ. ମନ୍ସ+ମୃ ଧାତୁ) — [ଉ—ତେଲିଆ ସାରୁ, ମନ ମରି ଗଲା ସେହି ପହରୁ। ଢଗ।]