ମନ ମତୁଆ Mana matuā
- ଦେ. ବିଣ. (ବଂ. ମଦୋନ୍ମତ୍ତ) — କାମାଚାରୀ; ସ୍ୱୈର; ଯେ ଆପଣା ଇଚ୍ଛାମୁତାବକ କାମ କରେ — Despotic; arbitrary
- ଦେ. ବିଣ. (ବଂ. ମଦୋନ୍ମତ୍ତ) — ହର୍ଷୋନ୍ମତ୍ତ — Mad with joy
- ଦେ. ବିଣ. (ବଂ. ମଦୋନ୍ମତ୍ତ) — ମଦୋ— ନ୍ମତ୍ତ — maddened with pride
- ଦେ. ବିଣ. (ବଂ. ମଦୋନ୍ମତ୍ତ) — ଯେଉଁ ବ୍ଯକ୍ତି ଅନ୍ୟର ମନକୁ କୌଣସି ବିଷୟ ପ୍ରତି ମତ୍ତ କରାଏ — Causing another to become mad after a thing; maddening
- ଦେ. ବି. (ସଂ. ଉନ୍ମତ୍ତତା) — କୌଣସି ବିଷୟ ପ୍ରତି ଅଳ୍ପକାଳସ୍ଥାୟୀ ଅତ୍ୟନ୍ତ ଲାଳସା ବା ଝୁଙ୍କ