ମନ ମତାଇବା Mana matāibā

  • ଦେ. କ୍ରି. (ସଂ. ମନଃ+ମତ୍ତ) — କୌଣସି ବ୍ଯକ୍ତିର ମନକୁ ଉନ୍ମତ୍ତ କରାଇବା — To cause a person to become mad after a thing
  • ଦେ. କ୍ରି. (ସଂ. ମନଃ+ମତ୍ତ) — ଟେହିବା; ଉତ୍ତେଜିତ କରିବା — To excite a person