ମନ ମାଫିକ୍ Mana māphik

  • ଦେ. ବିଣ. (ସଂ ମନଃ+ଆ. ମୁଆଫିକ୍) — ମନକୁ ଚାହିଁ; ମନୋମତ; ଅଭୀଷ୍ଟ ମୁତାବକ — Suiting one's wishes or taste; as one would like to have
  • ଦେ. କ୍ରି. ବିଣ — ଆପଣାର ଇଚ୍ଛା ଅନୁସାରେ — According to one's wish or desire