ମନ ମିଳାପୀ Mana miḻāpī

  • ଦେ. ବିଣ. (ସଂ. ମନସ୍+ସଂ. ମିଳନ) — ମନ ମିଳୁଥିବା; ଯେଉଁ ବ୍ଯକ୍ତି ସଙ୍ଗେ ଘନିଷ୍ଟତା ଥାଏ; ସୁହୃତ୍ — Very intimate (friend)
  • ଦେ. ବିଣ. (ସଂ. ମନସ୍+ସଂ. ମିଳନ) — [ଦ୍ର—ମାସେ ଦୁଇମାସରେ ଚାରିମାସ ଛମାସରେ ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ, ମନ ମିଳାପୀ ଲୋକ ଦେଖିଲେ x x x x ପରସ୍ପରକୁ ସାବଧାନ କରାଇ ଦିଅନ୍ତି। ଫକୀରମୋହନ. ଛମାଣ ଆଠଗୁଣ୍ଠ।]