ମଧ୍ୟସ୍ଥ Madhyastha
- ସଂ. ବିଣ (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ) — ମଧ୍ୟବର୍ତ୍ତୀ; ମଧ୍ୟରେ ଅବସ୍ଥିତ — Situated in the middle
- ସଂ. ବିଣ (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଅନ୍ତରସ୍ଥ — Inner
- ସଂ. ବିଣ (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ) — କେନ୍ଦ୍ରସ୍ଥ — Central
- ସଂ. ବିଣ (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଯେ କୌଣସି ପକ୍ଷରେ ଲିପ୍ତ ନୁହେଁ; ଉଦାସୀନ — Not concerned with any of the parites; neutral
- ସଂ. ବିଣ (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ) — ଯେ ଆପଣାର ହାନି ନ କରି ଅନ୍ୟର ଉପକାର କରେ (ହି. ଶ) — Doing good to others without injuring one's interest
- ସଂ. ବି — ଦୁଇ ଜଣଙ୍କ ମଧ୍ୟରେ ବିବାଦ ମୀମାଂସାକାରୀ ବ୍ଯକ୍ତି; ମାଲିସ୍ — Arbitrator; umpire