ମଧ୍ୟମା Madhyamā
- ସଂ. ବିଣ. ସ୍ତ୍ରୀ — ମଧ୍ୟମ (ଦେଖ) — Madhyama (See)
- ସଂ. ବିଣ. ସ୍ତ୍ରୀ — (ଉ—ରଙ୍ଗିଣ ଧବଳ ଦେହ ଦଶଇ ମଧ୍ୟମା। ପ୍ରାଚୀ; ବ୍ରହ୍ମନିରୂପଣ ଗୀତା)
- ସଂ. ବି — ଦୁଷ୍ଟରଜା ସ୍ତ୍ରୀ ଋତୁମତୀ ହୋଇଥିବା ନବଯୁବତୀ — A newly menstruated girl
- ସଂ. ବି — ମଝି ଆଙ୍ଗୁଠି — Middle finger
- ସଂ. ବି — ମଧ୍ୟରେ ଫୁଟିଥିବା କଢ଼ି — A central blossom