ମଧ୍ୟରେ Madhyare
- ଦେ. ଅ (ସଂ ମଧ୍ୟେ) — ଭିତରେ — Inside of; in; within; in the midst of
- ଦେ. ଅ (ସଂ ମଧ୍ୟେ) — ଦୁଇ ବସ୍ତୁ ବା ବ୍ଯକ୍ତି ମଧ୍ୟରେ — Between two
- ଦେ. ଅ (ସଂ ମଧ୍ୟେ) — ଅନେକଙ୍କ ଭିତରେ — Amongst many; amidst many
- ଦେ. ଅ (ସଂ ମଧ୍ୟେ) — ଅମୁକ ସମୟରେ — Within the time or period of
- ଦେ. ଅ (ସଂ ମଧ୍ୟେ) — ଅଧିକନ୍ତୁ — Moreover
- ଦେ. ଅ (ସଂ ମଧ୍ୟେ) — (ଉ—ତାଙ୍କ ତାମ୍ବୁଳ ନିଯୋଜନ୍ତି, ମଧ୍ୟରେ ସେବକ ବୋଲନ୍ତି। ଜଗନ୍ନାଥ. ଭାଗବତ।)