ମଧ୍ୟସ୍ଥତା Madhyasthatā

  • ସଂ. ବି — ମଧ୍ୟବର୍ତ୍ତିତା — The state of being situated in the middle
  • ସଂ. ବି — ଭଲ— ଲୋକି; ପଞ୍ଚାଏତି — Arbitration; mediation
  • ସଂ. ବି — ଉଦାସୀନତା — Neutrality