ମଧ୍ୟମ ସାହସ Madhyama sāhasa

  • ସଂ. ବି — ପଞ୍ଚଶତ ପଳ ପରିମାଣ ଅର୍ଥଦଣ୍ଡ (ମନୁ 8।138 ) — ପଞ୍ଚଶତ ପଳ ପରିମାଣ ଅର୍ଥଦଣ୍ଡ (ମନୁ8138)—A fine amounting to 500 Paḻas in weight
  • ସଂ. ବି — [ଦ୍ର—ଏକ କାର୍ଷ ବା 80 ରତି ପରିମିତ ତମ୍ବାକୁ ଏକ ପଣ ବା ତାମ୍ରିକ କାର୍ଷାପଣ ବୋଲାଯାଏ (ମନୁ 8।136) । ଅଢ଼େଇଶତ ପଣ ଅର୍ଥ— ଦଣ୍ଡକୁ ପ୍ରଥମସାହସ, ପଞ୍ଚଶତ ପଣକୁ ମଧ୍ୟମସାହସ ଓ ସହସ୍ର ପଣକୁ ଉତ୍ତମ ସାହସ ବୋଲାଯାଏ। ( 8।138 )।] — [ଦ୍ର—ଏକ କାର୍ଷ ବା80ରତି ପରିମିତ ତମ୍ବାକୁ ଏକ ପଣ ବା ତାମ୍ରିକ କାର୍ଷାପଣ ବୋଲାଯାଏ (ମନୁ8136) ଅଢ଼େଇଶତ ପଣ ଅର୍ଥ— ଦଣ୍ଡକୁ ପ୍ରଥମସାହସ, ପଞ୍ଚଶତ ପଣକୁ ମଧ୍ୟମସାହସ ଓ ସହସ୍ର ପଣକୁ ଉତ୍ତମ ସାହସ ବୋଲାଯାଏ (8138)]