ମଧ୍ୟାହ୍ନ Madhyāhna
- ସଂ. ବି (ମଧ୍ୟ+ଅହନ୍; ଅହ୍ନଃ=ଦିନର+ମଧ୍ୟ=ମଧ୍ୟ ଭାଗ; 6 ଷ୍ଠୀ ତତ୍; ପୂର୍ବ ପଦର ପରନିପାତ) — ଦ୍ୱିପ୍ରହର — Midday; noon
- ସଂ. ବି (ମଧ୍ୟ+ଅହନ୍; ଅହ୍ନଃ=ଦିନର+ମଧ୍ୟ=ମଧ୍ୟ ଭାଗ; 6 ଷ୍ଠୀ ତତ୍; ପୂର୍ବ ପଦର ପରନିପାତ) — (ବୈଦିକ ଗଣନା ମତେ) ଦିନକୁ 3 ଭାଗ କଲେ ତହିଁ ମଧ୍ୟରୁ 2 ୟ ଭାଗ; ଦିନ ପ୍ରାୟ 10 ଟା ଠାରୁ 2 ଟା ପର୍ଯ୍ୟନ୍ତ କାଳ; ଦିବସର ଅଷ୍ଟମ ମୁହୂର୍ତ୍ତ — (ବୈଦିକ ଗଣନା ମତେ) ଦିନକୁ3ଭାଗ କଲେ ତହିଁ ମଧ୍ୟରୁୟ ଭାଗ; ଦିନ ପ୍ରାୟ10ଟା ଠାରୁଟା ପର୍ଯ୍ୟନ୍ତ କାଳ; ଦିବସର ଅଷ୍ଟମ ମୁହୂର୍ତ୍ତ—. The middle portion of the day divided into 3 divisions
- ସଂ. ବି (ମଧ୍ୟ+ଅହନ୍; ଅହ୍ନଃ=ଦିନର+ମଧ୍ୟ=ମଧ୍ୟ ଭାଗ; 6 ଷ୍ଠୀ ତତ୍; ପୂର୍ବ ପଦର ପରନିପାତ) — କୁତପକାଳ (ସ୍ମୃତି ମତେ) ଦିବସର ପାଞ୍ଚ ଭାଗରୁ ତୃତୀୟ ଭାଗ — The rd division of the day divided into 5 divisions
- ସଂ. ବି (ମଧ୍ୟ+ଅହନ୍; ଅହ୍ନଃ=ଦିନର+ମଧ୍ୟ=ମଧ୍ୟ ଭାଗ; 6 ଷ୍ଠୀ ତତ୍; ପୂର୍ବ ପଦର ପରନିପାତ) — [ଦ୍ର—ପୂର୍ବାହ୍ନ ଓ ଅପରାହ୍ନ ଶବ୍ଦମାନଙ୍କରେ 'ର'ର ନିକଟବର୍ତ୍ତିତା ଯୋଗୁଁ ଣତ୍ୱବିଧ ଅନୁସାରେ ଶେଷ ବର୍ଣ୍ଣ 'ହ୍ଣ' ହୁଏ; କିନ୍ତୁ ମଧ୍ୟାହ୍ନ, ସାୟାହ୍ନ ଶବ୍ଦରେ ଶେଷ ବର୍ଣ୍ଣ 'ହ୍ନ' ରହେ, କାରଣ ଏ ଶବ୍ଦ ଦ୍ୱୟରେ; 'ର' ଅକ୍ଷରର ସତ୍ତା ନାହିଁ।]