ମଣି ନାଗ Maṇi nāga

  • ସଂ. ବି—(ମ. ପ. ଲୋ; ମଣିଧାରୀ ନାଗ) — ଯେଉଁ ନାଗ ସାପର ମୁଣ୍ଡରେ ମଣି ଥାଏ — A cobra having a jewel on his head
  • ସଂ. ବି—(ମ. ପ. ଲୋ; ମଣିଧାରୀ ନାଗ) — [ଦ୍ର—ଗୋଖର, ନାଗ ଆଦି ବିଷଧର ସର୍ପମାନଙ୍କୁ କେଳାମାନେ ଧରି ତାଙ୍କ ମୁଣ୍ଡକୁ ଛୁରିରେ ଉଖାରି ଦେଲେ ଉକ୍ତ ସାପ ମୁଣ୍ଡରୁ ଦୁଇଟି ଈଷତ୍ ହଳଦିଆ ମଣି ବାହାରିବାର ଦେଖାଯାଏ।]
  • ଦେ. ବିଣ — ରଣପୁରର ପର୍ବତବିଶେଷ — Name of a mountain in 'Raṇapura' State