ମଣି ଦ୍ୱୀପ Maṇi dwīpa

  • ସଂ. ବି—(ମଣିମୟ ଦ୍ୱୀପ; ଏହି ଦ୍ୱୀପରେ ପ୍ରଚୁର ମଣି ଥିବାରୁ) — କ୍ଷୀର ସମୁଦ୍ର ମଧ୍ୟସ୍ଥ ପୌରାଣିକ ଦ୍ୱୀପବିଶେଷ — Name of a fabulous island abounding in gems
  • ସଂ. ବି—(ମଣିମୟ ଦ୍ୱୀପ; ଏହି ଦ୍ୱୀପରେ ପ୍ରଚୁର ମଣି ଥିବାରୁ) — [ଦ୍ର—ଏହା ତ୍ରିପୁରସୁନ୍ଦରୀ ଦେବୀଙ୍କ ନିବାସ— ସ୍ଥାନ ଥିବାର ପୁରାଣରେ ବର୍ଣ୍ଣିତ—ହି. ଶ.]