ମଣି ନେବା Maṇi nebā

  • ଦେ. କ୍ରି (ସଂ. ମନ୍ ଧାତୁ) — କୌଣସି ବିଷୟରେ ସକଳ କଥା ବୁଝି ସାରି ଭାର ଗ୍ରହଣ କରିବା — To take over charge item by item
  • ଦେ. କ୍ରି (ସଂ. ମନ୍ ଧାତୁ) — ଉତ୍ତମ ରୂପେ ବୁଝି ଗ୍ରହଣ କରିବା — To take a thing after understanding it