ମଣି ପୁର Maṇi pura

  • ସଂ. ବି — ଆସାମ ନିକଟବର୍ତ୍ତୀ ପାର୍ବତ୍ୟ ରାଜ୍ୟବିଶେଷ — Name of a hilly state near Assam
  • ସଂ. ବି — ତନ୍ତ୍ର ଅନୁସାରେ ଶରୀରସ୍ଥ ଛଅଟି ଚକ୍ର ମଧ୍ୟରୁ ନାଭିର ନିମ୍ନରେ ଥିବା ଚକ୍ର — Name of one of the six esoteric circles said to exist inside the human body according to the Tantras
  • ସଂ. ବି — [ଦ୍ର—ତନ୍ତ୍ର ମତରେ ଏହା ତେଜୋମୟ, ବିଦ୍ୟୁତ୍ପ୍ରଭ, ନୀଳବର୍ଣ୍ଣ, ଦଶ ଦଳବିଶିଷ୍ଟ ଓ ମହାଦେବଙ୍କ ନିବାସ ସ୍ଥାନ। ଏହି ଦଶ ଦଳରେ ଯଥାକ୍ରମେ ବର୍ଣ୍ଣମାଳାର ଡ ବର୍ଣ୍ଣଠାରୁ ଫ ବର୍ଣ୍ଣ ଅବସ୍ଥିତ—ହି. ଶ.]