ମଣି ପୂର Maṇi pūra

  • ସଂ. ବି (ମଣି+ପୂର=ପୂର୍ଣ୍ଣ) — ନାଭି ପଦ୍ମ — The part inside the navel
  • ସଂ. ବି (ମଣି+ପୂର=ପୂର୍ଣ୍ଣ) — ନାଭିଚକ୍ର; ତନ୍ତ୍ରୋକ୍ତ ଶରୀରସ୍ଥ ଷଟ୍ ଚକ୍ର ମଧ୍ୟରୁ ତୃତୀୟ ଚକ୍ର — The third of the six Tantric circles said to exist inside the human body