ମଞ୍ଜାରୀ Man̄jārī
- ଦେ. ବି (ସଂ. ମାର୍ଜ୍ଜାରୀ) — ବିରାଡ଼ି — Cat
- ଦେ. ବି (ସଂ. ମାର୍ଜ୍ଜାରୀ) — (ଉ— ଦୃଢ଼େଣ ଚାପିଲେ ଅଧରେ, ଯେହ୍ନେ ମଞ୍ଜାରୀ ମୂଷା ଧରେ। ଜଗନ୍ନାଥ ଭାଗବତ।)
- ଦେ. ବି (ସଂ. ମାର୍ଜ୍ଜାରୀ) — (ଉ— ଅଲିଅଳ ଘର ମଞ୍ଜାରୀ, ପୋକ ଖାଇଗଲେ ଝିଞ୍ଜାରି ଢ଼ଗ।)
- ଦେ. ବି (ସଂ. ମାର୍ଜ୍ଜାରୀ) — (ସଂ. ମନ୍ଦାର) ପାଳଧୂଆ ଗଛପରି ଏକପ୍ରକାର ଗଛ — Erythrina Suberosa (Haines)
- ଦେ. ବି (ସଂ. ମାର୍ଜ୍ଜାରୀ) — [ଦ୍ର— ଗୁଆଗଛମାନ ଥଣ୍ଡା ରହିବ ବୋଲି ଗୁଆ ବାଡ଼ିରେ ଏ ଗଛ ଲଗାଯାଏ।]