ମଞ୍ଜିଆ Man̄jiā

  • ଦେ. ବିଣ — ଯେଉଁ ଫଳ ଅଧିକ ପକ୍ୱ ହେବାରୁ ତହିଁ ମଧ୍ୟରେ ମଞ୍ଜିଯାକ ପାକଳ ହୋଇ ଯାଇ ଥାଏ — Running into seeds
  • ଦେ. ବିଣ — (ଯଥା— ମଞ୍ଜିଆ ବାଇଗଣ।)
  • ଦେ. ବିଣ — ବୀଜଯୁକ୍ତ — seedy; full of seeds
  • ଦେ. ବିଣ — ଚିଲିକାରେ ମିଳୁଥିବା ଏକପ୍ରକାର ମାଛ — A class of salt water fish found in the Chilka lake