ମଞ୍ଜରୀ Man̄jarī

  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — ଅଙ୍କୁର; ମୁକୁଳ; କଢ଼ି — Blossom; bud
  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — ବୃନ୍ତରେ ଲାଗିଥିବା ଉପବୃନ୍ତ ବା ଝରା — Tufts attached to a stem
  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — ପଲ୍ଲବାଙ୍କୁର — Newly blossomed tender leaf
  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — (ଯଥା— ତୁଳସୀ ମଞ୍ଜରୀ)
  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — ଫୁଲର ବା ଶସ୍ୟର କେଣ୍ଡା — A flower spike; an ear of corn, a shoot; a sprout
  • ସଂ. ବି (ମଞ୍ଜୁ=ମନୋଜ୍ଞତା+ଋ ଧାତୁ=ଗମନ କରିବା+ ଇ, ଈ) — ତିଳକବୃକ୍ଷ — Tiḻaka tree
  • ଦେ. ବି — ପାଦର ଅଳଙ୍କାର ବିଶେଷ; ଘାଗୁଡ଼ି — A tinkling ornament for the leg
  • ଦେ. ବି — (ଉ— ଅଙ୍ଘ୍ରିଯୁଗଳେ ମଞ୍ଜରୀ ଦୋଳେ, ସେ ପାଦ କମଳେ ଦେବ ମନ ଭ୍ରସଲେ। ପ୍ରାଚୀ, ରହସ୍ୟମଞ୍ଜରୀ।)