ମଞ୍ଜା Man̄jā

  • ସଂ. ବି. ସ୍ତ୍ରୀ (ମଞ୍ଜ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଛାଗୀ; ମାଈ ଛେଳୀ — She-goat
  • ସଂ. ବି. ସ୍ତ୍ରୀ (ମଞ୍ଜ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମଞ୍ଜରୀ — sprout
  • ଦେ. ବି. (ସଂ. ମଞ୍ଜା) — କଦଳୀଗଛର ମଧ୍ୟସ୍ଥ ସାରାଂଶ — The pith of plantain plant
  • ଦେ. ବି. (ସଂ. ମଞ୍ଜା) — [ଦ୍ର— ଏହା ତରକାରୀରୂପେ ବ୍ଯବହୃତ ହୁଏ।]