ମଞ୍ଜକୀଳା ମାରିବା Man̄jakīḻā māribā

  • ଦେ. ବି (ସଂ. ମଜ୍ଜା ଓ କୀଳ) — କଦଳୀ ଓ ଅନ୍ଯାନ୍ୟ ଗଛର ଏକ ପ୍ରକାର ରୋଗ (ଏ ରୋଗ ହେଲେ ଗଛର ମଞ୍ଜ ପ୍ରଥମେ ଶୁଖିଯାଏ) — A disease attacking plantain and other trees by which the pith first withers
  • ଦେ. ବି (ସଂ. ମଜ୍ଜା ଓ କୀଳ) — (ଉ— ଶସ୍ତ୍ରେ ଛେଦିଲା ନାହିଁ କେହି, ଭିତରେ ମଞ୍ଜକୀଳା ନାହିଁ। ଜଗନ୍ନାଥ ଭାଗବତ।)