ମଞ୍ଜରା Man̄jarā

  • ଦେ. ବି (ସଂ. ମଂଜୀର) — ବାଦ୍ୟ ବିଶେଷ; ଝାଞ୍ଜ — Cymbals
  • ଦେ. ବି (ସଂ. ମଂଜୀର) — (ଉ— ମୃଦଙ୍ଗ ମଞ୍ଜରାକୁ ଗନ୍ଧର୍ବେ ବାଇଲେ। କୃଷ୍ଣସିଂହ. ମହାଭାରତ. ସଭା।)