ମଞ୍ଜିଆ କଦଳୀ Man̄jiā kadaḻī

  • ଦେ. ବି — ଭିତରେ ମଞ୍ଜିଥିବା ଏକ ପ୍ରକାର କଦଳୀ; ବଣୁଆ କଦଳୀ — A species of plantain which has seeds inside
  • ଦେ. ବି — [ଦ୍ର— ଏହା ଅଖାଦ୍ୟ; ମାତ୍ର କେହି କେହି କସି ଥିବା ବେଳେ ଏହାକୁ ତର୍କାରି କରନ୍ତି।]