ମଉଳେଇବା Mauḻeibā

  • ଦେ. କ୍ରି ଝାଉଁଳିବାର ଉପାୟ କରିବା — To cause to wither
  • ଦେ. କ୍ରି (ସଂ. ମଳିନ) ମଳିନ କରିବା — To cause to turn pale
  • ଦେ. କ୍ରି ସଭା ଆଦି ଭଙ୍ଗାଇବା — To cause a meeting or assembly to disperse