ମଉଳି Mauḻi

  • ଦେ. ବି (ସଂ. ମୌଳି) — ମସ୍ତକ — Head
  • ଦେ. ବି (ସଂ. ମୌଳି) — ଦେବମୂର୍ତ୍ତିର ମସ୍ତକରେ ଥିବା ମୁକୁଟ — Crown on the head of an image
  • ଦେ. ବିଣ (ଲକ୍ଷଣାର୍ଥ) — ଶ୍ରେଣୀମଧ୍ୟରେ ଶ୍ରେଷ୍ଠ — (figurative) Best of a class
  • ଦେ. ବିଣ (ଲକ୍ଷଣାର୍ଥ) — (ଉ— ଫୁଲ ଗୁନ୍ଥୁ ଗୁନ୍ଥୁ ଚକିତେ ସହସା ଦେଖିଲା ଯୁବା—ମଉଳି। ରାଧାନାଥ. ଯଯାତି।)