ମଉଳା ଶ୍ରାଦ୍ଧ Mauḻā ṡrāddha

  • ଦେ. ବି. (ସଂ. ମହାଳୟା ଶ୍ରାଦ୍ଧ) — ପିତୃପକ୍ଷରେ ବା ଆଶ୍ୱିନ କୃଷ୍ଣପକ୍ଷରେ କରାଯିବା ପିତୃ— ଶ୍ରାଦ୍ଧ — The Ṡrāddha offered to one's ancestors during the dark fortnight of Āṡwina
  • ଦେ. ବି. (ସଂ. ମହାଳୟା ଶ୍ରାଦ୍ଧ) — [ଦ୍ର—ଯେ କୌଣସି ମାସର ଯେଉଁ ତିଥିରେ ଆପଣାର ପିତା ମରିଥାଆନ୍ତି ପିତୃପକ୍ଷର ସେହି ତିଥିରେ ମହାଳୟା ଶ୍ରାଦ୍ଧ କରାଯାଏ। ସେ ତିଥିରେ ଶ୍ରାଦ୍ଧ କରିବାକୁ ଅକ୍ଷମ ବ୍ଯକ୍ତି ପକ୍ଷରେ ଅମାବାସ୍ୟା ଦିନ ମହାଳୟାଶ୍ରାଦ୍ଧ ଅବଶ୍ୟ କର୍ତ୍ତବ୍ୟ।]