ମଉଳାଶୁଭ Mauḻāṡubha
- ଦେ. ବି. ପୁଂ. (ସଂ. ମାତୁଳ ଓ ଶଶୁର) — ମଳାଶୁର; ଆପଣା ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ମାତୁଳ — One's husband's or wife's maternal uncle
- ଦେ. ବି. ପୁଂ. (ସଂ. ମାତୁଳ ଓ ଶଶୁର) — [ଦ୍ର—ଆମ ସମାଜରେ ମଉଳାଶୁର ଓ ଭଣଜାବୋହୁ ପରସ୍ପର ମୁହଁ ଚାହିଁବାର ଓ ଅଇଣ୍ଠା ଛୁଇଁବାର ନିଷିଦ୍ଧ।]