ମଉସମ Mausama

  • ଦେ. ବି — ମୌସୁମୀ ବାୟୁ (ଦେଖ) — Ma̲u̲sumī bāyu (See)
  • ଦେ. ବି — [ଉ—ସମୁଦ୍ରଗାମୀ ସହସ୍ରାଧିକ ଜାହାଜ ନଦୀ ଜଳକୁ ଆଚ୍ଛାଦନ କରି ମଉସମ ସମୟରେ ବାଲେଶ୍ୱର ବନ୍ଦର ଘାଟରେ ଭାସୁଥିଲା। ଫକୀରମୋହନ. ଗଳ୍ପସ୍ୱଳ୍ପ।]