ଭ୍ରାମକ Brāmaka

  • ସଂ. ବିଣ. ପୁଂ (ଭ୍ରମ ଧାତୁ ଣିଚ୍; ଭ୍ରମି ଧାତୁ+କର୍ତ୍ତୃ. ଅକ) — ଯେ ଅନ୍ୟକୁ ଭ୍ରମରେ ପକାଏ — Leading one to error
  • ସଂ. ବିଣ. ପୁଂ (ଭ୍ରମ ଧାତୁ ଣିଚ୍; ଭ୍ରମି ଧାତୁ+କର୍ତ୍ତୃ. ଅକ) — ଯେ ବହୁତ ବୁଲାଏ — Causing a person to roam
  • ସଂ. ବିଣ. ପୁଂ (ଭ୍ରମ ଧାତୁ ଣିଚ୍; ଭ୍ରମି ଧାତୁ+କର୍ତ୍ତୃ. ଅକ) — ଶଠ; ଧୂର୍ତ୍ତ — Deceptive; cheating
  • ବି — ଶଠ ବ୍ଯକ୍ତି — A cheat
  • ବି — ବିଲୁଆ — Jackal
  • ବି — ଚୁମ୍ବକ ପଥର — Load stone magnet
  • ବି — ସୂର୍ଯ୍ୟମୂଖୀ ଫୁଲ — Sun flower
  • ବି — କ୍ଳାନ୍ତ ଲୌହ (ହି.ଶ) — A kind of iron